[00:27.08] ଚୁପି ଚୁପି ଆସି ସପନରେ ମୋର କଲୁ ମୋତେ କିମିଆଁ [00:32.78] ଯଦି କେହି ମୋତେ ନାଁ ପଚାରୁଚି କହିଦିଏ ତୋର ନାଁ [00:50.06] ଗୁମସୁମ୍ ଗୁମସୁମ୍ ମନ ମୋର କିଛି ବୁଝେନା [00:56.23] ଦୂରେ ଥା ତୁ ସାଥି ମୋର ପାଖେ ଆସନା [01:02.03] ଗୁମସୁମ୍ ଗୁମସୁମ୍ ମନ ମୋର କିଛି ବୁଝେନା [01:07.95] ଦୂରେ ଥା ତୁ ସାଥି ମୋର ପାଖେ ଆସନା [01:12.87] କେତେ ଭଲପାଏରେ ତତେ ନାହିଁ ଅଜଣା [01:19.05] କରୁ କାହିଁ ମିଛେ ବାହାନା? [01:24.69] ତୋ ଦିଲ୍ ମୋ आशियाना, ମୁଁ ଦିୱାନା [01:30.28] ତୋ ଦିଲ୍ ମୋ आशियाना, ମୁଁ ଦିୱାନା [01:36.23] ମୋ ଦିଲ୍ ତୋ आशियाना, ତୁ ଦିୱାନା [01:41.76] ମୋ ଦିଲ୍ ତୋ आशियाना, ତୁ ଦିୱାନା [01:48.22] [02:17.30] ସହି ପାରୁନି ଦୂରତା ହାଏ [02:22.37] ତତେ ଦେଖି ମୁଁ ପାଖରେ [02:28.48] ଥରେ ଇଶାରା କରିଦେ ତତେ [02:34.11] ଛୁଇଁଦେବି ନିରଳାରେ [02:39.68] ସହି ପାରୁନି ଦୂରତା ହାଏ [02:45.30] ତତେ ଦେଖି ମୁଁ ପାଖରେ [02:51.55] ଥରେ ଇଶାରା କରିଦେ ତତେ [02:57.24] ଛୁଇଁଦେବି ନିରଳାରେ [03:03.05] ଛୁଇଁ ତତେ ମୁଁ ଥରେ ପାଇଗଲି ପାଉଣା [03:08.77] ଫିକା ପଡ଼ିଲା ତୋ ବାହାନା [03:14.47] ତୋ ଦିଲ୍ ମୋ आशियाना, ମୁଁ ଦିୱାନା [03:20.14] ତୋ ଦିଲ୍ ମୋ आशियाना, ମୁଁ ଦିୱାନା [03:26.07] ମୋ ଦିଲ୍ ତୋ आशियाना, ତୁ ଦିୱାନା [03:31.97] ମୋ ଦିଲ୍ ତୋ आशियाना, ତୁ ଦିୱାନା [03:37.87] [04:06.48] ଆଖି ତୋର କିଛି କଥା [04:12.03] କହେ ମତେ ଇଶାରାରେ [04:18.83] ଇଛାହୁଏ ଭିଜିବାକୁ ମୋତେ [04:23.88] ତୋ ପ୍ରେମର ଦରିଆରେ [04:29.76] ଆଖି ତୋର କିଛି କଥା [04:35.72] କହେ ମତେ ଇଶାରାରେ [04:41.07] ଇଛାହୁଏ ଭିଜିବାକୁ ମୋତେ [04:47.32] ତୋ ପ୍ରେମର ଦରିଆରେ [04:52.56] ତତେ ପାଇ ପାଖରେ ଭୁଲିଲି ମୁଁ ଠିକଣା [04:58.60] ଆଉ ଭୁଲିଗଲି ନିଜ ନାଁ [05:04.17] ତୋ ଦିଲ୍ ମୋ आशियाना, ମୁଁ ଦିୱାନା [05:09.83] ତୋ ଦିଲ୍ ମୋ आशियाना, ମୁଁ ଦିୱାନା [05:15.67] ମୋ ଦିଲ୍ ତୋ आशियाना, ତୁ ଦିୱାନା [05:21.86] ମୋ ଦିଲ୍ ତୋ आशियाना, ତୁ ଦିୱାନା [05:27.51]