ଆଲୋ ରାନୁ ଆଲୋ ରାନୁ ଇଆଡ଼େ ଟିକେ ଅନଉନୁ ଏ ରା, ଏ ନୁ, ଏ ରାନୁ ଆଲୋ-ଆଲୋ ହୁଳହୁଳି କାଇଁ ପକଉଛୁ? ଆଲୋ ହୁଳହୁଳି କାଇଁ ପକଉଛୁ? ଯଉଦିନ ମୁଁ ଛାଡ଼ିଦେଲି school dress ମୋ ପଛେ-ପଛେ ପୁଅଙ୍କର ଲମ୍ବା race Sweet baby ପସନ୍ଦ ମୋର dj bass Mobile ରେ ଚାଲିଛି ମୋର daily case ए मेरा रश्के कमर, मेरी जलती उमर ଯିଏ ଦେଖେ ସିଏ କହେ हटके figure କିଏ ଡାକେ baby baby, କିଏ ଡାକେ जानू ରାନୁ ଲୋ ରାନୁ, ରାନୁ ଲୋ ରାନୁ ଆଜିକାଲି ଭାରି ଦୁଷ୍ଟ ହେଲୁଣୁ ରାନୁ ଲୋ ରାନୁ, ରାନୁ ଲୋ ରାନୁ ଆଜିକାଲି ଭାରି ଦୁଷ୍ଟ ହେଲୁଣୁ ଆଜିକାଲି ଭାରି ଦୁଷ୍ଟ ହେଲୁଣୁ ଆଛା ସେ mobile ଫିଙ୍ଗି ଦିଅନ୍ତି ତୁ ବାଟକୁ ଆସନ୍ତୁ ଇଲୋ ବେକ ବଙ୍କା ହେଇଯିବ ଲୋ ମୋ ନାଁରେ କେତେ ଖଟି ଚାଲିଲାଣି ଦିନ, ରାତି ଭଲପିଲା ମୋ ପାଇଁକି ହେଲେଣି ରେ ବଦଲବଟି ହେ, मेरी चढ़ती जवानी, मेरी चाल मस्तानी Honey-honey ହସରେ ମୋ दिल है bunny-bunny କିଏ କହେ ମରିଯିବି darling ତୋ ବିନା ରାନୁ ଲୋ ରାନୁ, ରାନୁ ଲୋ ରାନୁ ଆଜିକାଲି ଭାରି ଦୁଷ୍ଟ ହେଲୁଣୁ ରାନୁ ଲୋ ରାନୁ, ରାନୁ, ରାନୁ, ରାନୁ ଆଜିକାଲି ଭାରି ଦୁଷ୍ଟ ହେଲୁଣୁ ଆଜିକାଲି ଭାରି ଦୁଷ୍ଟ ହେଲୁଣୁ କିଏ କେତେ ବୁଲିଲେଣି ମୋ ନାଆଁରେ tattoo କରି ଆଖିଠାରି କିଏ କହେ ବୁଲିଯିବା ଖଣ୍ଡଗିରି, ପିଟିଦେବି ଏଇ, मेरी तिरछी नजर, ହାଏ ହେଲାଣି danger ଯିଏ ଦେଖେ ବଢ଼େ ତାର प्यार का बुखार ତୁ ତ ମୋର ready ଟୋକା, romeo मजनू ରାନୁ ଲୋ ରାନୁ, ରାନୁ ଲୋ ରାନୁ ଆଜିକାଲି ଭାରି ଦୁଷ୍ଟ ହେଲୁଣୁ ରାନୁ ଲୋ ରାନୁ, ରାନୁ, ରାନୁ, ରାନୁ ଆଜିକାଲି ଭାରି ଦୁଷ୍ଟ ହେଲୁଣୁ ଆଜିକାଲି ଭାରି ଦୁଷ୍ଟ ହେଲୁଣୁ ଯା